ବରିଷ୍ଠ ନେତା ପ୍ରସନ୍ନଙ୍କ ବାସଭବନରେ ବିଜେଡି ନେତାଙ୍କ ମେଳି । ଦେହ ଭଲ ନାହିଁ କହିଲେ ପ୍ରସନ୍ନ । ବିଜେପିକୁ ଭୁପିନ୍ଦର ସିଂଙ୍କ ସମାଲୋଚନା, 'ଡବଲ ଇଞ୍ଜିନ ଟ୍ରେନରେ ବଗି ଓଲଟି ପଡୁଛି' ।